Union Minister Dharmendra Pradhan Wishes Happy Diwali To All

ଆଜି ପବିତ୍ର ଦୀପାବଳୀ ଅମାବାସ୍ୟା। ଏହି ଅବସରରେ ସମସ୍ତଙ୍କୁ ଶୁଭ ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟୁଇଟ୍‌ କରି ଦେଶବାସୀ ଏବଂ ରାଜ୍ୟବାସୀଙ୍କୁ ଆଲୋକର ପର୍ବ ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଦୀପାବଳୀର ପର୍ବ ଆପଣ ସମସ୍ତଙ୍କ ଘରେ ସ୍ୱାସ୍ଥ୍ୟ, ସମୃଦ୍ଧି ଓ ଖୁସିର ଆଲୋକ ଆଣିଦେଉ।

ତେବେ ଆଜି ଦୀପାବଳିରେ ପିଣ୍ଡଦାନ ସହ ବଡବଡୁଆଙ୍କୁ ଡାକିବାର ପରମ୍ପରା ରହିଛି। ସମସ୍ତେ କାଉଁରିଆ ଜାଳିବା ସହ ନିଜ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବେ । ସେପଟେ ଘରେ ଘରେ ଆଜି ପିଠା ମିଠା ଖାଇ ବାଣ ଫୁଟାଇବେ ଲୋକେ । ଏହାସହ କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ ।

Spread the love