Blog

 

ଆସ ଜୀବନ ଧନ, ମୋର ପଖାଳ କଂସା

ଆସ ଜୀବନ ଧନ, ମୋର ପଖାଳ କଂସା

କୁହାଯାଏ ଓଡ଼ିଆଙ୍କ ଜୀବନ ପଖାଳ କଂସାରେ । ଡହ ଡହ ଖରାବେଳେ ପଖାଳ ଦି ଗୁଣ୍ଡା ଖାଇ ତୋରାଣୀ ଟିକେ ପିଇଦେଲେ, ଆତ୍ମ ତୃପ୍ତି ହୋଇଯାଏ । ଗରିବ ଖଟିଖିଆ ଲୋକଟିଏ ହେଉ କି ଧନୀ ଲୋକ, ସମସ୍ତଙ୍କ ମନ ଲୋଡ଼େ ପଖାଳ । କାରଣ ପଖାଳ କଂସାରେ ଯେଉଁ ଶାନ୍ତି ଅଛି, ତାହା ବଡ଼ ବଡ଼ ରେଷ୍ଟୁରାଣ୍ଟରେ ବସି ଖାଇଲେ ବି ମିଳେ ନାହିଁ। ସେଥିପାଇଁ ଓଡ଼ିଆଙ୍କ ପାଇଁ ପଖାଳ ଏକ ଖାଦ୍ୟ ନୁହେଁ, ଏକ ଆବେଗ। ସେହି ଆବେଗକୁ ଏକତ୍ର ସାଉଁଟିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ 20ରେ ପାଳନ ହେଉଛି ପଖାଳ ଦିବସ। ସେହି ଓଡ଼ିଆଙ୍କ ଜୀବନ ଧନ ପଖାଳ ସମ୍ପର୍କରେ ଆଜିର ଆଲେଖ୍ୟ।

Read More
ପାନ କିଣିନିଏ ଓଡ଼ିଆଙ୍କ ମନ

ପାନ କିଣିନିଏ ଓଡ଼ିଆଙ୍କ ମନ

ପାନ ଖାଇଲା ବେଳେ ପ୍ରଖ୍ୟାତ ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କର ଏ ଗୀତ ଆପେ ଆପେ ମନକୁ ଚାଲିଆସେ। ଆମ ଓଡ଼ିଆଙ୍କର ପାନ ପ୍ରୀତି ଏ ଗୀତରୁ ହିଁ ବାରି ହୋଇପଡ଼ିଯାଏ ।

Read More
କଳାରେ ଚାରି ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ

କଳାରେ ଚାରି ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ

ଭାରତର ଚତୁର୍ଥ ବେସାମରିକ ସର୍ବୋଚ୍ଚ ସମ୍ମାନ ହେଉଛି ପଦ୍ମଶ୍ରୀ । କଳା, ସାହିତ୍ୟ, କ୍ରୀଡ଼ା ହେଉକି ଅନ୍ୟାନ୍ୟ କ୍ଷେତ୍ରରେ ଅସାଧାରଣ ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ପଦ୍ମଶ୍ରୀ ପୁରସ୍କାର ମିଳିଥାଏ । ଚଳିତ ବର୍ଷ ୨୦୨୪ ପାଇଁ ମଧ୍ୟ

Read More
ସ୍ନାନଦାନର ମାସ 'ମାଘ'ର ମହତ୍ତ୍ବ

ସ୍ନାନଦାନର ମାସ ‘ମାଘ’ର ମହତ୍ତ୍ବ

ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ବାର ମାସର ମହତ୍ତ୍ବ ରହିଛି । ପ୍ରତ୍ୟେକ ମାସ ସହ ଜଡ଼ିତ ରହିଛି ଅନେକ ପୌରାଣିକ ବ୍ୟାଖ୍ୟାନ ଓ କିମ୍ବଦନ୍ତୀ। ହିନ୍ଦୁ ଧର୍ମରେ “ଆ କା ମା ବୈ”କୁ ଚାରି ଧର୍ମ ମାସ ଭାବେ

Read More