A 28ft-tall black granite statue of Netaji Subhas Chandra Bose was inaugurated by Prime Minister Narendra Modi.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୨୮ ଫୁଟ ଉଚ୍ଚର ଏକ ବିରାଟ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ୨୬ ହଜାର ଘଣ୍ଟାର ପରିଶ୍ରମ ପରେ ଏହି ମୂର୍ତ୍ତି ନିର୍ମାଣ ହୋଇଥିଲା । ୧୦୦ ବର୍ଷ ପର୍ଯ୍ୟନ୍ତ ଏହା ମଜଭୁତ ସହ ଅକ୍ଷୁଣ୍ଣ ରହିବ । ଏହି ଅବସରରେ ଆୟୋଜିତ ସମାରୋହରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନେତାଜୀ ସୁଭାଷ ଅଖଣ୍ଡ ଭାରତର ପ୍ରଥମ ମୁଖ୍ୟ ଥିଲେ ଯିଏକି ୧୯୪୭ ପୂର୍ବରୁ ଆଣ୍ଡାମାନକୁ ସ୍ବାଧୀନ କରାଇ ଭାରତର ପତାକା ଉଡ଼ାଇଥିଲେ ।

Spread the love