Every Odia's favourite drink in the summer is tasty lassi.

ଖରାଦିନେ ଗରମରୁ ବଞ୍ଚିବା ପାଇଁ ଗୋଟିଏ ଗ୍ଲାସ ଲସି ଠାରୁ ଭଲ କୌଣସି ବିକଳ୍ପ ନାହିଁ। ଦହିରେ ଚିନି, ବରଫ, ରାବିଡି, କାଜୁ, ପିସ୍ତା ଆଦି ଗ୍ରାଇଣ୍ଡିଂ କରି ଏହି ସୁଆଦିଆ ଲସି ପ୍ରସ୍ତୁତ କରାଯାଏ। ଏହା ଉପରେ ଚେରି, କାଜୁ, ନଡ଼ିଆ କୋରା ସଜା ଯାଇ ଥଣ୍ଡା ଥଣ୍ଡା ପରସା ଯାଇଥାଏ, ଯାହାର ସ୍ୱାଦକୁ ଆପଣ ଭୁଲି ପାରିବେ ନାହିଁ। ଦହିରେ ଥିବା ଉତ୍ତମ ବ୍ୟାକ୍ଟେରିଆ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଏବଂ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ। ଏହାସହ ଖରାଦିନେ ଦହି ଲସି ପିଇବା ଦ୍ୱାରା ପେଟ ଥଣ୍ଡା ଏବଂ ମନ ଶାନ୍ତି ରହିବା ସହ ଏହା ପାଚନ ତନ୍ତ୍ରକୁ ସୁସ୍ଥ ମଧ୍ୟ ରଖିଥାଏ। ତେବେ ଆଉ ଡେରି କାହିଁକି… ପିଅନ୍ତୁ ଓ ମଜା ନିଅନ୍ତୁ ଟେଷ୍ଟି ଆଉ ହେଲଦି ‘ଓଡ଼ିଆ ଲସି’ ର।

Spread the love