Writer, Researcher Uday Nath Sahoo Finds Place In India Book Of Records 2022

ବିଶିଷ୍ଟ ସମାଲୋଚକ, ଗବେଷକ ପ୍ରଫେସର ଉଦୟନାଥ ସାହୁ ତିନିଟି ଭାଷାରେ ମହାଭାରତ ଓ ଶ୍ରୀମଦ୍‌ଭାଗବତର ତୁଳନାତ୍ମକ ଅଧ୍ୟାୟନ ରଚନା କରି ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌-୨୦୨୨’ରେ ସ୍ଥାନ ପାଇବାର ଗୌରବ ଲାଭ କରିଛନ୍ତି। ଏହି ସ୍ବୀକୃତି ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ସାହିତ୍ୟିକ। ‘ବୁକ୍ ଅଫ୍ ରେକର୍ଡସ୍‌’ ସଂସ୍ଥାର ଭିଏତନାମ ସ୍ଥିତ ହୋ ଚି ମିନ୍ ସହରରେ ଥିବା ମୁଖ୍ୟାଳୟ ତରଫରୁ ଗତ ୭ ତାରିଖରେ ତାଙ୍କୁ ଏକ ଫଳକ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।

Spread the love