The auspicious Panchaka Brata begins today.

ଆଜିଠୁ ଆରମ୍ଭ ହୋଇଛି ପବିତ୍ର ପଞ୍ଚକ ବ୍ରତ। ଆଜି ମଧ୍ୟ ବଡ଼ ଏକାଦଶୀ । କାର୍ତ୍ତିକ ମାସ ଶୁଳ୍କ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନକୁ ପଞ୍ଚକ କୁହାଯାଏ । ଏହି ୫ ଦିନରେ ମହାପ୍ରଭୁଙ୍କ ୫ଟି ବେଶ ଦର୍ଶନ କରିବେ ହବିଷ୍ୟାଳି ଓ ଭକ୍ତ। ମହାପ୍ରଭୁଙ୍କ ଅବକାଶ ନୀତି ପରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ପୁଷ୍ପାଳକ ସେବକମାନେ ଠାକୁରଙ୍କ ବେଶ ସମ୍ପନ୍ନ କରିବେ । ଆଜି ବଡ଼ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ସ୍ବର୍ଣ୍ଣ ଅଳଙ୍କାର, ପାଟ ବସ୍ତ୍ର ଏବଂ ପୁଷ୍ପ ମାଲ୍ୟ ପରିଧାନ କରିବେ ଶ୍ରୀବିଗ୍ରହ। ବିଶ୍ବାସ ରହିଛି ମାସସାରା ବ୍ରତ ରଖି ଯେତିକି ପୂଣ୍ୟ ମିଳିଥାଏ , ପଞ୍ଚୁକ ପାଞ୍ଚ ଦିନ ବ୍ରତ ରଖିଲେ ଅଧିକ ପୂଣ୍ୟ ମିଳିଥାଏ। ଏଥିପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭଡ଼ ଜମିଛି। ହୁଳହୁଳି ଓ ଭଜନ କୀର୍ତ୍ତନରେ ପ୍ରକମ୍ପିତ ହେଉଛି ପରିବେଶ।

Spread the love