Blog
ଜିଆଇ ତାଲିକା ଦୌଡ଼ରେ ଓଡ଼ିଶାର ସାମଗ୍ରୀ
ବିବିଧତାରେ ପରିପୂର୍ଣ୍ଣ ଆମ ଭାରତ । ତାହାରି ମଧ୍ୟରେ ରହିଛି ଉତ୍କୃଷ୍ଟ କଳାର ରାଜ୍ୟ ଓଡ଼ିଶା, ଯାହାର ସଂସ୍କୃତି ଓ ପରମ୍ପରା ବିଶ୍ବବିଖ୍ୟାତ । ଏଥିସହ ଓଡ଼ିଶାରୁ ଉତ୍ପାଦିତ ଦ୍ରବ୍ୟରେ (ମନୁଷ୍ୟକୃତ କିମ୍ବା ପ୍ରାକୃତିକ) ରହିଛି ଅନେକ ସ୍ବତନ୍ତ୍ରତା ଏବଂ ବିଶେଷତା । ଅର୍ଥାତ୍ ଗୋଟିଏ ସ୍ଥାନରୁ ମିଳୁଥିବା ନିର୍ଦ୍ଦିଷ୍ଟ କିଛି ସାମଗ୍ରୀ ଅନ୍ୟ ସ୍ଥାନରେ ମିଳେନି ବା ତାହା ବିରଳ କିମ୍ବା ଦୁର୍ଲଭ ପାଲଟିଯାଏ ।
Odisha’s Royal Retreats: A Luxurious Journey Through Time
Located in the eastern part of India, Odisha is a treasure trove of regality that lures visitors to take a trip through time and indulgence. The lavish royal stays
ଉତ୍କଳୀୟ ସଂସ୍କୃତିରେ ଝୋଟି, ଚିତା ଓ ମୁରୁଜ
ଓଡ଼ିଶା ସଂସ୍କୃତିର ଭଣ୍ଡାର ତଥା ପରମ୍ପରାର ପରିଚୟ ହେଉଛି ଝୋଟି, ଚିତା ଓ ମୁରୁଜ । ଓଡ଼ିଆ ଘରର ପ୍ରତି ପର୍ବପର୍ବାଣୀ, ବିବାହବ୍ରତ ଓ ଶ୍ରାଦ୍ଧରେ ଚିତା କିମ୍ବା ମୁରୁଜ ପଡ଼େ। ଏହା ବିନା ଯେକୌଣସି ଶୁଭ କାମ ଯେମିତି ଅସମ୍ପୂର୍ଣ୍ଣ ।
ଐତିହ୍ୟ ଗ୍ରାମ ରଘୁରାଜପୁରର ପାରମ୍ପରିକ ଚିତ୍ରକଳା ପଟ୍ଟଚିତ୍ର
ଓଡ଼ିଶାର ପ୍ରାଚୀନ ତଥା ପାରମ୍ପରିକ ଚିତ୍ରକଳାର ଅନନ୍ୟ ବିଭବ ହେଉଛି “ପଟ୍ଟଚିତ୍ର “। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ ଏହା ଜଡ଼ିତ । ପୁରୀ ଜିଲ୍ଲାର ରଘୁରାଜପୁର ଗାଁ ଆଜିଯାଏଁ ଏହି ବିରଳ ତଥା ଦୁର୍ଲଭ ହସ୍ତକଳାକୁ ବଞ୍ଚାଇ ରଖିଛି।
Celebrating Odisha’s Maritime Heritage With Bali Yatra
Embarking on a sea voyage is always an adventure, reminiscent of the golden ages where sailors resembled iconic figures portrayed in the Pirates of the Caribbean. Odisha holds a golden chapter in history, recounting the journeys of sailors navigating tumultuous waves for prosperous trade.
ପର୍ଯ୍ୟଟନର ନୂଆ ଠିକଣା ସିଲଭର୍ ସିଟି କଟକ
ସହସ୍ରାଧିକ ସହର ତଥା ସିଲଭର୍ ସିଟି କଟକ, ଯେଉଁଠି ଭରି ରହିଛି ଅନେକ କାହାଣୀ, କିମ୍ବଦନ୍ତୀ ଓ ଇତିହାସ । ଏହାର ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟ ଇତିହାସକୁ ଆଜି ବି ସାକ୍ଷୀ ରଖି ଦଣ୍ଡାୟମାନ। ହେଲେ ନିକଟରେ କଟକର ପର୍ଯ୍ୟଟନସ୍ଥଳୀରେ