News

 

Temple City, Bhubaneswar, celebrates the Rukuna Rath Yatra of Lord Lingaraj today.

ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା

ଆଜି ପବିତ୍ର ଅଶୋକାଷ୍ଟମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର ଭୁବନେଶ୍ଵର। ରଥ ପ୍ରସ୍ତୁତ, ରଥ ପଥ ବି ପ୍ରସ୍ତୁତ ଏବଂ ରୁକୁଣା ରଥ ଟାଣିବାକୁ ଉତ୍ସାହର ସହ ଚାହିଁ ରହିଛନ୍ତି ଭକ୍ତ।

Read More