Odisha two millet farmers at un international conference

ୟୁଏନର ଫୁଡ ଆଣ୍ଡ ଏଗ୍ରିକଲଚର ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ଦୁଇ ଜଣ ମହିଳା ମିଲେଟ୍‌ ଚାଷୀ ସାମିଲ ହୋଇଥିଲେ । ସମ୍ମିଳନୀରେ ଭାଗ ନେଇଥିବା ୧୩୨ଟି ଦେଶର ପ୍ରତିନିଧିଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ମାଟିଆଘର ଗାଁର ସୁବାସା ମହନ୍ତ ଏବଂ ସୁନ୍ଦରଗଡ଼ ଜିଲ୍ଲା ହିମଗିରି ବ୍ଲକ କନିକାର ଶୈଳବାଳା ଭୋଇ ମିଲେଟ୍ ଚାଷ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ ।

Spread the love