The ambassadors of 7 countries saw the sun temple

ଆଜି ୭ଟି ଦେଶର ରାଷ୍ଟ୍ରଦୂତ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ମାଲେସିଆ, ମିଆଁମାର୍, ଥାଇଲାଣ୍ଡ, ଭିଏତ୍‌ନାମ, ବୋର୍ନିଓ, ଇଣ୍ଡୋନେସିଆ, ଲାଓପିଡିଆର ରାଷ୍ଟ୍ରଦୂତମାନେ କୋଣାର୍କରେ ପହଞ୍ଚିଥିଲେ । ପ୍ରଥମେ ସେମାନେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ଇଣ୍ଡିଆନ୍‌ ଅଏଲ୍‌ ଫାଉଣ୍ଡସେନ୍‌ କେନ୍ଦ୍ର ବୁଲିବାକୁ ଯାଇଥିଲେ । କୋଣାର୍କରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମା ସ୍ବାଗତ କରିଥିଲେ । ବାଖ୍ୟାନ କେନ୍ଦ୍ର ବୁଲି ସାରିବା ପରେ ସମସ୍ତ ରାଷ୍ଟ୍ରଦୂତ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ମନ୍ଦିରରେ କାରୁକାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିଥିଲେ ।

Spread the love