Last Day Of Navaratra

ାରଦୀୟ ନବରାତ୍ରର ଆଜି ଅନ୍ତିମ ଦିନ । ସବୁଠି ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ମୃଣ୍ମୟୀ ମୁର୍ତ୍ତି ଦେବୀ ମଣ୍ଡପରେ ଆଜି ମହାନବମୀ ପୂଜା । ନବମୀରେ ମା’ ସିଦ୍ଧଦାତ୍ରୀଙ୍କୁ ପୂଜା କରାଯାଏ । ଭକ୍ତ ଓ ସାଧକଙ୍କୁ ସିଦ୍ଧିଦାନ ସହ ଜ୍ଞାନ ଦାନ କରିଥିବାରୁ ତାଙ୍କର ଅନ୍ୟନାମ “ଜ୍ଞାନଦାତ୍ରୀ”। ବ୍ରହ୍ମଙ୍କୁ ଅନୁଭବ କରିବା ନିମନ୍ତେ ସେ ଦିବ୍ୟଜ୍ଞାନ ପ୍ରଦାନ କରିଥାନ୍ତି । ସିଦ୍ଧ, ଗନ୍ଧର୍ବ, ଯକ୍ଷ, ରାକ୍ଷସ ଏବଂ ଦେବତାଙ୍କ ଗହଣରେ ସେ ବିଜେ ହୁଅନ୍ତି । ମହାନବମୀରେ ତାଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ।

Spread the love