57th Hingula Jatra started in Jajpur

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁର ଠାରେ ଶୁଭାରମ୍ଭ ହୋଇଯାଇଛି ୫୭ ତମ ମା’ ହିଙ୍ଗୁଳାଙ୍କ ଯାତ୍ରା। ଏହି ଅବସରରେ ମା’ଙ୍କ ପାଖରେ ଅଙ୍କୁରରୋପଣ, କଳସ ଯାତ୍ରା, ଗୋ ପୂଜା, ଷୋଡଶ ଉପଚାର ପୂଜା, ସୂର୍ଯ୍ୟ ପୂଜା ଏବଂ ହୋମ ଯଜ୍ଞ ଅନୁଷ୍ଠିତ ହେଉଛି । ରୀତିନୀତିରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ ମା’ ହିଙ୍ଗୁଳାଙ୍କ ଯଜ୍ଞ। ମା’ ହିଙ୍ଗୁଳାଙ୍କୁ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ମା’ ଙ୍କୁ ଦର୍ଶନ କରୁଛନ୍ତି । ଏହା ଏକ ଗଣପର୍ବ ଭାବେ ପାଳନ କରାଯାଉଛି ଏବଂ ପ୍ରତିଦିନ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Spread the love