Odia girl Sashwati wins International Best Young Artist Award

ବିଦେଶ ମାଟିରେ ଚମକିଲେ ଓଡ଼ିଆ ଝିଅ । ବାଲିପାଟଣାର ଝିଅ ଶାଶ୍ଵତୀ ପ୍ରିୟଦର୍ଶିନୀ ୧୭୬ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକେଇ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଶାଶ୍ଵତୀ । ପ୍ୟାରିସ ମ୍ୟୁଜିୟମରେ ସ୍ଥାନ ପାଇଛି ଶାଶ୍ଵତୀଙ୍କ ଚିତ୍ରକଳା । କେବଳ ତାଙ୍କ ପରିବାର କି ଶାଶ୍ଵତୀଙ୍କ ପାଇଁ ନୁହଁ ପୁରା ଓଡ଼ିଶା ପାଇଁ ଏହା ଏକ ଗର୍ବର ବିଷୟ । ତାଙ୍କର ଏହି ଚିତ୍ରକଳା ପାଇଁ ସେ ଇଣ୍ଟରନେସନାଲ ବେଷ୍ଟ ୟଙ୍ଗ ଆର୍ଟିଷ୍ଟର ଆୱାର୍ଡ଼ ପାଇଛନ୍ତି । ବିଭିନ୍ନ ସଙ୍ଗଠନ ଓ ପରିବାର ପକ୍ଷରୁ ପ୍ରଶଂସାର ସୁଅ ଛୁଟିଛି ଶାଶ୍ଵତୀଙ୍କ ପାଇଁ ।

Spread the love