Holy Pankodhar ritual held at Shree Lokanath temple in Puri

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ପୁରୀର ଶ୍ରୀଲୋକନାଥ ଦେବଙ୍ଗ ପୀଠରେ ଆଜି ଦିନର ବିଶେଷ ମହତ୍ତ୍ବ ରହିଛି । ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ବିତ ରାତିରୁ ଦ୍ବାରଫିଟା ପରେ ବିଭିନ୍ନ ନୀତିକାନ୍ତି ବଢ଼ି 8ଟାରୁ ପଙ୍କୋଦ୍ଧାର ଓ ମାଘ ସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମନ୍ଦିର ଗମ୍ଭୀରାରେ ବର୍ଷତମାମ ଭକ୍ତମାନଙ୍କ ଦ୍ବାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ, ଫଳ, ସୁନା, ରୁପା ଓ ନୈବେଦ୍ୟକୁ କଢ଼ାଯିବ । ପ୍ରାୟ ଏକବର୍ଷ ପରେ ଆଜି ପ୍ରଭୁ ଶ୍ରୀଲୋକନାଥ ଦେବଙ୍କ ସମ୍ପୂର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ମିଳିବ ଭକ୍ତଙ୍କୁ ।

Spread the love