Guru Krishna DK was awarded for the short film ANANYA at the FIVS International Film Festival 2022 in Tunisia

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର “ଅନନ୍ୟା” ଆମ ଦେଶ ପାଇଁ ଗୌରବ ଆଣିଛି । ସ୍ବଚ୍ଛତା ଉପରେ ଆଧାରିତ ଏହି ଶର୍ଟ ଫିଲ୍ମଟି ନର୍ଥ ଆଫ୍ରିକା ଟ୍ୟୁନିସିଆରେ ପୁରସ୍କୃତ ହୋଇଛି । ଫିବସ୍ ଫେଷ୍ଟିଭାଲ-୨୦୨୨ ଟ୍ୟୁନିସିଆରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଦେଶ ଭାଗ ନେଇଥିଲେ । ସେଥିମଧ୍ୟରୁ ଆମ ରାଜ୍ୟର କ୍ରିଷ୍ଣା ଡିକେଙ୍କ ନିର୍ଦ୍ଦେଶିତ ଅନନ୍ୟା ଫିଲ୍ମଟି ଦୁଇଟି ବିଭାଗରେ ପୁରସ୍କୃତ ହୋଇ କେବଳ ରାଜ୍ୟ ନୁହେଁ ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି । ଏହି ଚଳଚ୍ଚିତ୍ରରେ ସୋନମ୍ ଏବଂ ମଧୁସୂଦନ ଅଭିନୟ କରିଥିବା ବେଳେ ପ୍ରିୟମ୍ବଦା ପଟ୍ଟନାୟକ ଷ୍ଟୋରୀ ରାଇଟର୍ ଭାବେ ଦାୟିତ୍ବ ତୁଲାଇଛନ୍ତି ।

Spread the love