Navratri 2022 Day 2: Maa Brahmacharini Puja

ନବରାତ୍ରୀରେ ମା’ ଦୁର୍ଗାଙ୍କର ଦ୍ୱିତୀୟ ସ୍ଵରୂପ ଦେବୀ ବ୍ରହ୍ମଚାରିଣୀ । ମା’ଙ୍କ ଅନ୍ୟ ନାମ ହେଲା- ରମା, ଅପର୍ଣ୍ଣା ଓ ତପଶ୍ଚାରିଣୀ । ବ୍ରହ୍ମଚାରିଣୀର ଅର୍ଥ ଚରମ ସତ୍ତାର ସାନିଧ୍ୟ ପାଇବା ଲାଗି ଯିଏ ସଦା ତପସ୍ୟାରତ । ଏଇ ମହାଶକ୍ତି ମୋକ୍ଷ ମାର୍ଗର ପ୍ରଥମ ସୋପାନ ।

Spread the love