Third day of Navaratra

ଓଡ଼ିଶାର ସମସ୍ତ ଶକ୍ତିପୀଠରେ ଅତି ଆଡମ୍ବର ସହ ଚାଲିଛି ନବଦିନାତ୍ମକ ପୂଜା । ମନ୍ତ୍ର, ଧ୍ବନିରେ ପ୍ରକମ୍ପତି ହେଉଛି ଦେବୀ ମନ୍ଦିର । ଆଜି ନବରାତ୍ରର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟା ପୂଜା ପାଉଛନ୍ତି । ମଥାରେ ଅର୍ଦ୍ଧଚନ୍ଦ୍ରଙ୍କୁ ଧାରଣ କରୁଥିବାରୁ ସେ ହେଉଛନ୍ତି ଚନ୍ଦ୍ରଘଣ୍ଟା । ଦୁର୍ଗାଙ୍କ ଏହି ରୂପ ଭୟ ପ୍ରଦାୟକ । ମା’ଙ୍କର ଦଶଗୋଟି ହାତ । ଦଶ ହାତରେ ଖଡଗ, ବାଣ, ତ୍ରିଶୂଳ, ଗଜା, ପଦ୍ମ, ଫୁଲ ଓ ଅସ୍ତ୍ରଶସ୍ତ୍ର ସଜ୍ଜିତ । ତାଙ୍କରି ସାଧନାରେ ସାଧକର ସମସ୍ତ ପାପ ଓ ବାଧାବିଘ୍ନ ବିନିଷ୍ଟ ହୁଏ ।

Spread the love