Navaratra Fourth Day

ଶାରଦୀୟ ନବରାତ୍ରର ଆଜି ଚତୁର୍ଥ ଦିନ । ଓଡ଼ିଶାର ସମସ୍ତ ଶକ୍ତିପୀଠରେ ଅତି ଆଡମ୍ବର ସହ ଚାଲିଛି ମା’ଙ୍କ ନବଦିନାତ୍ମକ ପୂଜା । ମନ୍ତ୍ର, ଧ୍ବନିରେ ପ୍ରକମ୍ପତି ହେଉଛି ଦେବୀ ମନ୍ଦିର । ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଉଛି । କୁ ଶବ୍ଦର ଅର୍ଥ କୁତ୍ସିତ, ଭଷ୍ମ ଶବ୍ଦର ଅର୍ଥ ସନ୍ତାପତ୍ରୟ । ସେ ସମଗ୍ର ବିଶ୍ବ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତ୍ରୀ । ନିଜ ହସ ଦ୍ବାରା ସେ ଦୂର କରିଥିଲେ ଅନ୍ତହୀନ ଅନ୍ଧକାରକୁ ଏବଂ ଯାହା ଦ୍ବାରା ସୃଷ୍ଟି ପର୍ବ ଆରମ୍ଭ ହୋଇଥିଲା । ତାଙ୍କୁ ପୁଣି ‘ଅଷ୍ଟଭୁଜା’ ଦେବୀ କୁହାଯାଏ । ଦେବୀ କୁଷ୍ମାଣ୍ଡାଙ୍କୁ ପୂଜା କଲେ ରୋଗ, ଶୋକ ଦୂର ହୁଏ । ଆୟୁ, ଯଶ, ବଳ ଓ ଆରୋଗ୍ୟ ଲାଭ ହୁଏ ।

Spread the love