Dr Dinbandhu Maharana gets National Vishwakarma Award

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ ନିକଟ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ବକର୍ମା ସମିତି ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ବକର୍ମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଆୟୁର୍ବେଦ ଚିକିତ୍ସା, ସ୍ବାସ୍ଥ୍ୟ ସାହିତ୍ୟ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ଲୋକପ୍ରିୟ ଆୟୁର୍ବେଦ ଗବେଷକ, ଡି.ଲିଟ୍‌ ପ୍ରାପ୍ତ ଡାକ୍ତର ଦୀନବନ୍ଧୁ ମହାରଣାଙ୍କୁ ସମ୍ମାନଜନକ ‘ଜାତୀୟ ବିଶ୍ବକର୍ମା ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି ।

Spread the love