National Kickboxing Championship: Odisha got 2 gold

ନୂଆଦିଲ୍ଲୀର ତାଲକୋଟ୍ରା ଇନ୍‌ଡୋର ଷ୍ଟାଡିୟମ୍‌ରେ ୧୫ତମ ଜାତୀୟ କିକ୍‌ ବକ୍ସିଂ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ୬ ଜଣ କ୍ରୀଡ଼ାବିତ୍‌ ଓ ୩ ଜଣ ଅଫିସିଆଲ ଅଂଶଗ୍ରହଣ କରିଥିଲେ। କିକ୍‌ ଲାଇଟ୍‌ ବର୍ଗରେ ଅନିତା ଏକ୍କା ଓ ସ୍ନେହାଲ କୁମାର ଜେନା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଲୋ କିକ୍‌ ବର୍ଗରେ ଡା. ସୁବ୍ରାହମ୍‌ ପାଣି, ପଏଣ୍ଟ ଫାଇଟ୍‌ ବର୍ଗରେ ସନାତନ ପ୍ରଧାନ ଏବଂ କିକ୍‌ ଲାଇଟ୍‌ ବର୍ଗରେ ସନ୍ନ୍ୟାସୀ ମୁଥ ମାଝୀ ଓ ଜସ୍ମିନ ସିଂ ରୌପ୍ୟ ପଦକ ଜିତିଛନ୍ତି।

Spread the love