70 years old athlete Ashok Vishwal of Rourkela shined at the national level

ବାରାଣାସୀରେ ଅନୁଷ୍ଠିତ ‘ପଞ୍ଚମ ଜାତୀୟ ମାଷ୍ଟର୍ସ‌୍ ଗେମ୍‌ସ’ ପୁଣିଥରେ ଚମକିଛନ୍ତି ରାଉରକେଲାର ୭୦ ବର୍ଷୀୟ କ୍ରୀଡ଼ାବିତ୍‌ ଅଶୋକ ବିଶ୍ବାଳ। ଶ୍ରୀ ବିଶ୍ବାଳ ୭୦ ବର୍ଷ ବୟସ ବର୍ଗରେ ଯୋଗଦେଇ ଦୁଇଟି ବିଭାଗରେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ୩ ଶହ ମିଟର ବାଧା ଦୌଡ଼ରେ ପ୍ରଥମ, ୨ଶହ ଓ ୪ଶହ ମିଟର ଦୌଡ଼ରେ ପ୍ରଥମ ହେବାସହ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ଶ୍ରୀ ବିଶ୍ବାଳ ମାତ୍ର ୨୯ ସେକେଣ୍ଡରେ ଦୁଇ ଶହ ମିଟର ଓ ୧ ମିନିଟ ୫ ସେକେଣ୍ଡ୍‌ରେ ୪ ଶହ ଶହ ମିଟର ଦୌଡ଼ି ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଗତ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ୩୭୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

Spread the love