State charukla award announcement of Odisha academy of Lalitkala

ବର୍ଷ ୨୦୨୨ ପାଇଁ ଓଡ଼ିଶା ଲଳିତ କଳା ଏକାଡେମିର ‘ରାଜ୍ୟ ଚାରୁକଳା ପୁରସ୍କାର’ ଘୋଷଣା କରାଯାଇଛି । ଭାସ୍କର୍ଯ୍ୟ ବର୍ଗରେ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା ଓ ଅଶାନ୍ତ ଦାସ, ମୁଦ୍ରଣ କଳାରେ ରବିନାରାୟଣ ଗୁପ୍ତା ଓ ଟୁକୁନା ଡାକୁଆ, ଚିତ୍ରକଳାରେ ଅମିତ କୁମାର ଓଝା ଓ ଶୀତିକାନ୍ତ ସାମନ୍ତସିଂହାର ଏବଂ ପାରମ୍ପରିକ ଚିତ୍ରରେ ରୋନିବାଳା ମହାପାତ୍ର ଓ ନିରଜଂନ ମୁଖୀଙ୍କ ନାମ ମନୋନୀତ ହୋଇଛି । ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ଶିଳ୍ପୀମାନଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି, ତାମ୍ରଫଳକ, ପ୍ରମାଣପତ୍ର ଓ ଉପଢ଼ୈାକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବ । ଏହି ଅବସରରେ ଏକାଡେମି ତରଫରୁ ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃତିଗୁଡ଼ିକର ଏକ ରଙ୍ଗିନ ଚିତ୍ରପୁସ୍ତିକା ମଧ୍ୟ ଉନ୍ମୋଚନ କରାଯିବ ।

Spread the love