Third evening of the Odissi Music Festival: The auditorium vibrated with Banda Mardal

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ‘ଓଡ଼ିଶୀ ସଙ୍ଗୀତ ମହୋତ୍ସବ’ର ତୃତୀୟ ଦିବସର ମୁଖ୍ୟ ଆକର୍ଷଣ ସାଜିଥିଲା ‘ବୃନ୍ଦ ମର୍ଦ୍ଦଳ ବାଦନ’। ଗୁରୁ ସଚ୍ଚିଦାନନ୍ଦ ଦାସ ଓ ସାଥୀମାନେ ୧୧ ମାତ୍ରାରୁ ଆରମ୍ଭ କରି ୧୬ ମାତ୍ରା ଆଦିତାଳରେ ଉପସଂହାର କରିଥିଲେ। ଗୁରୁ ଅଚ୍ୟୁତ ମହାରଣା, ସୁରସରିତା ରାଉତ, ବସୁନ୍ଧରା ପରିଡ଼ା, ବିଜୟଲକ୍ଷ୍ମୀ ରାଉତରାୟ, ଜ୍ୟୋତିର୍ମୟୀ ନାୟକ ପ୍ରମୁଖ ଓଡ଼ିଶୀ ରାଗ ଗାୟନ କରିଥିଲେ। ଗୁରୁ ଧନେଶ୍ବର ସ୍ବାଇଁ, କାଳନ୍ଦି ପରିଡ଼ା, ଦିବାକର ପରିଡ଼ା, ବୁଦ୍ଧନାଥ ସ୍ବାଇଁ, ରୋହିତ ପ୍ରଧାନ, ସୌମ୍ୟରଂଜନ ନାୟକ, ନିରଞ୍ଜନ ପାତ୍ର, ଜଗନ୍ନାଥ କୁଅଁର, ସୁରେନ୍ଦ୍ର ମହାରଣା, ରାମଚନ୍ଦ୍ର ବେହେରା, ସୀତାକାନ୍ତ ଜେନା, ମୁରଲୀଧର ସ୍ବାଇଁ, ବିଜୟ ବାରିକ, ବିଭୂତି ଭୂଷଣ ବେଉରା, ନିରଞ୍ଜନ ସାହୁ, ମାନସ ଷଡ଼ଙ୍ଗୀ ଓ ଅରୂପ ଦାସ ପ୍ରମୁଖ ମର୍ଦ୍ଦଳ ବାଦନ କରିଥିଲେ।

Spread the love