Odisha civil service 2022 exam result out

ପ୍ରକାଶ ପାଇଛି ୨୦୨୦ର ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ । ମୋଟ ୩୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଉତ୍ତୀର୍ଣ୍ଣଙ୍କ ମଧ୍ୟରେ ୧୪୮ ଜଣ ଛାତ୍ରୀ ଅଛନ୍ତି । ପ୍ରଥମ ୩ଟି ସ୍ଥାନ ଛାତ୍ରୀ ଅକ୍ତିଆର କରିଛନ୍ତି । ସେହିଭଳି ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ ଥିବା ବେଳେ ୩ ଜଣ ପୁଅ ଅଛନ୍ତି । ଓଡ଼ିଶା ସିଭିଲ ସର୍ଭିସ୍-୨୦୨୦ ପରୀକ୍ଷାରେ ତେଜସ୍ବିନୀ ବେହରା ଟପ୍ପର ହୋଇଛନ୍ତି । ଶୁଭଙ୍କରି ସୁଦେଷ୍ଣା ଦାଶ ଓ ଅନନ୍ୟା ସୃଷ୍ଟି ଶତପଥୀ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ହାସଲ କରିଛନ୍ତି । ଦେବବ୍ରତ କର ୪ର୍ଥ, ଦେବବ୍ରତ ମହାରଣା ୫ମ, ଅଭିସ୍ମିତା ତିୱାରୀ ୬ଷ୍ଠ, ଶୁଭଶ୍ରୀ ରଥ ୭ମ, ଶ୍ରୀତପା ମିଶ୍ର ୮ମ, ବିବେକାନନ୍ଦ ଷଡ଼ଙ୍ଗୀ ୯ମ ଓ ତପତି ରାଜ ୧୦ମ ସ୍ଥାନ ପାଇଛନ୍ତି । ଏହି ପରୀକ୍ଷାରେ ପଙ୍କଜ କୁମାର ମହାନ୍ତ ୧୧, ତନ୍ମିତା କର ୧୨, ଅଭିଜିତ ଷଡ଼ଙ୍ଗୀ ୧୩, କସ୍ତୁରୀ ପଣ୍ଡା ୧୪, ବିଭୂପ୍ରସାଦ ସିଂହ ୧୫, ବିଶ୍ବଜିତ ପଣ୍ଡା ୧୬, ହରପ୍ରିୟା ପୃଷ୍ଟି ୧୭, ରାମକୃଷ୍ଣ ସତ୍ୟରାଜ ଗୁରୁ ୧୮, ଅଣାକାର ନାୟକ ୧୯ ଓ ଲିତୁସ୍ମିତା ମିଶ୍ର ୨୦ତମ ସ୍ଥାନରେ ଅଛନ୍ତି ।

Spread the love