Inkfest-2023 inagurated at Odisha's Subarnapur District

ସୁବର୍ଣ୍ଣପୁର ରୋୟାଲ ପଡିଆରେ ଆୟୋଜିତ ଇଙ୍କ୍‌ଫେଷ୍ଟ ୨୦୨୩ ଅବସରରେ ପ୍ରଥମ ଥର ପାଇଁ ଆୟୋଜିତ ଫଟୋ ଗାଲେରୀରେ ଲାଗିଥିବା ଫଟୋ ଏବେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଗାଲେରୀରେ ଲାଗିଛି ଭଳିକି ଭଳି ପକ୍ଷୀଙ୍କ ଫଟୋ । କମନ ମାର୍ଗନ୍ସର,ରୁଡି ଶେଲଡକ,ରେଡ କ୍ରେଷ୍ଟେଡ ପୋଚାର୍ଡ,ବ୍ଲାକ ବେଲିଡ ଟର୍ନ,ରୋଜି ଷ୍ଟର୍ଲିଙ୍ଗ,ପଲାସ ଗଲ,ବ୍ଲାକ ହେଡେଡ ଗଲ ଆଉ ରିଭର ଲାପବି,ପାରଡାଇଜ ଫ୍ଲଏ କେଚରଙ୍କ ଭଳି ରଂଗ ବେରଂଗର ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଫଟୋ ହୋଇଛି ବେଶ ଜୀବନ୍ତ । ଏହା ସହ ଅନ୍ୟକିଛି ଫଟୋ ବି ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । କେବେ ଦେଖିନଥିବା ଏହିଭଳି ଜାତି ଜାତିକା ପକ୍ଷୀଙ୍କ ଫଟୋ ଦେଖିବାକୁ ଫଟୋ ଗାଲେରୀରେ ଏବେ ଲାଗିଛି ଦର୍ଶକଙ୍କ ଗହଳି । ବିଦେଶାଗତ ପକ୍ଷୀଙ୍କ ଭୂସ୍ୱର୍ଗ ପାଲଟିଛି ସୁବର୍ଣ୍ଣପୁର । ଆଉ ଏସବୁ ପକ୍ଷୀଙ୍କ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇ ବେଶ ପ୍ରଶାଂସା ସାଉଁଟିଛନ୍ତି ସୁବର୍ଣ୍ଣପୁରର ପକ୍ଷୀପ୍ରେମୀ ।

Spread the love