Today Maa Durga's Mahasaptami Puja

ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଚଳିତବର୍ଷ ଗଜବାହାନରେ ଆସିଛନ୍ତି ମାଆ । ମଣ୍ଡପରେ ଆଜି ମହାସପ୍ତମୀ ପୂଜା । ଗତକାଲି ମାଆଙ୍କର ବିଲ୍ଵବରଣ କରାଯାଇଛି । ଆଜି ମାଆଙ୍କ ଚକ୍ଷୁଦାନ କରାଯିବ । ମନ୍ତ୍ରପାଠରେ କମ୍ପୁଛି ପରିବେଶ । ଘଟ ଆଗମନ ପରେ ପୂଜା ଆରମ୍ଭ ହେବ । ମହାସପ୍ତମୀରେ ବିଜେ ହୁଅନ୍ତି ମା’ କାଳରାତ୍ରୀ । ତାଙ୍କର ଅନ୍ୟନାମ ‘ଶୁଭଙ୍କରୀ’ । ସେ ଅଜ୍ଞାନତା ଏବଂ ଅନ୍ଧକାରର ଧ୍ବଂସକର୍ତ୍ତ୍ରୀ । ଦେବୀ କାଳରାତ୍ରୀଙ୍କ ରୂପ ହେଉଛି ମା’ ଦୁର୍ଗାଙ୍କ ସବୁଠାରୁ ଭୟଙ୍କର ରୂପ । ତାଙ୍କୁ ପୂଜା କଲେ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯାଏ ।

Spread the love