SAI International Students Take Part In Global Conference In UK

ଲଣ୍ଡନ୍‌ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଚାଲିଥିବା ରାଉଣ୍ଡ ସ୍କୋୟାର ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଆ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଗ୍ଲୋବାଲ୍ ଇମରଜନ୍ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ୍‌ ସ୍କୁଲର ୪୪ଜଣ ଛାତ୍ରଛାତ୍ରୀ ଭାରତ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି । ଇଂଲଣ୍ଡ, ଜାପାନ, ଅଷ୍ଟ୍ରେଲିଆ, କାନାଡ଼ା, ଫ୍ରାନ୍ସ ପରି ୫୬ଟି ଦେଶର ୧୭୨ଟି ସ୍କୁଲର ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଅନ୍ତର୍ଜାତୀୟତା, ନେତ୍ୱତ୍ୱ ନେବାର ଦକ୍ଷତା, ସାମାଜିକ କୌଶଳ ଆଦି ଶିକ୍ଷାଗ୍ରହଣ କରିବେ । ଆଲୋଚନାଚକ୍ରରେ ସେମାନେ ବିଶ୍ବର ପ୍ରସିଦ୍ଧ ବ୍ୟକ୍ତିତ୍ୱ ଯଥା ଦୁଃସାହସିକ ବ୍ୟକ୍ତି ବେନ୍ ଫୋଗଲେ, ପରିବେଶବିତ୍(ସମୁଦ୍ର) ଓ କଳାକାର ଇମଲି ପେନ୍ ଓ ଅକ୍ସଫୋର୍ଡ ୟୁନିଭର୍ସିଟିର ଅର୍ଥନୀତି ବିଭାଗ ପ୍ରଫେସର ସାର୍ ଡାଏଟର୍ ହେଲ୍‌ମଙ୍କ ସହ ମିଶିବାର ସୁଯୋଗ ମଧ୍ୟ ପାଇବେ ।

Spread the love