Blog
ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ
ଆଜିକୁ ଠିକ୍ ୮୮ ବର୍ଷ ପୂର୍ବେ ୧୯୩୬ ମସିହାରେ ଭାଷାଭିତ୍ତିକ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ଆବିର୍ଭାବ ହୋଇଥିଲା, ଯାହା ଓଡ଼ିଶା ଇତିହାସର ସବୁଠାରୁ ସ୍ମରଣୀୟ ଘଟଣା । କାରଣ ଭାଷା ହିଁ ଏକ ଜାତିର ପରିଚୟ ।
ଆସ ଜୀବନ ଧନ, ମୋର ପଖାଳ କଂସା
କୁହାଯାଏ ଓଡ଼ିଆଙ୍କ ଜୀବନ ପଖାଳ କଂସାରେ । ଡହ ଡହ ଖରାବେଳେ ପଖାଳ ଦି ଗୁଣ୍ଡା ଖାଇ ତୋରାଣୀ ଟିକେ ପିଇଦେଲେ, ଆତ୍ମ ତୃପ୍ତି ହୋଇଯାଏ । ଗରିବ ଖଟିଖିଆ ଲୋକଟିଏ ହେଉ କି ଧନୀ ଲୋକ, ସମସ୍ତଙ୍କ ମନ ଲୋଡ଼େ ପଖାଳ । କାରଣ ପଖାଳ କଂସାରେ ଯେଉଁ ଶାନ୍ତି ଅଛି, ତାହା ବଡ଼ ବଡ଼ ରେଷ୍ଟୁରାଣ୍ଟରେ ବସି ଖାଇଲେ ବି ମିଳେ ନାହିଁ। ସେଥିପାଇଁ ଓଡ଼ିଆଙ୍କ ପାଇଁ ପଖାଳ ଏକ ଖାଦ୍ୟ ନୁହେଁ, ଏକ ଆବେଗ। ସେହି ଆବେଗକୁ ଏକତ୍ର ସାଉଁଟିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ 20ରେ ପାଳନ ହେଉଛି ପଖାଳ ଦିବସ। ସେହି ଓଡ଼ିଆଙ୍କ ଜୀବନ ଧନ ପଖାଳ ସମ୍ପର୍କରେ ଆଜିର ଆଲେଖ୍ୟ।
ପାନ କିଣିନିଏ ଓଡ଼ିଆଙ୍କ ମନ
ପାନ ଖାଇଲା ବେଳେ ପ୍ରଖ୍ୟାତ ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କର ଏ ଗୀତ ଆପେ ଆପେ ମନକୁ ଚାଲିଆସେ। ଆମ ଓଡ଼ିଆଙ୍କର ପାନ ପ୍ରୀତି ଏ ଗୀତରୁ ହିଁ ବାରି ହୋଇପଡ଼ିଯାଏ ।
Women’s Day Tribute: Celebrating Odisha’s Trailblazing Achievers
Women are the builders, creators, and nurturers. For ages, they have displayed unbeatable strength, breaking themselves free from the odds life presents, making a mark for themselves and soaring
କଳାରେ ଚାରି ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ
ଭାରତର ଚତୁର୍ଥ ବେସାମରିକ ସର୍ବୋଚ୍ଚ ସମ୍ମାନ ହେଉଛି ପଦ୍ମଶ୍ରୀ । କଳା, ସାହିତ୍ୟ, କ୍ରୀଡ଼ା ହେଉକି ଅନ୍ୟାନ୍ୟ କ୍ଷେତ୍ରରେ ଅସାଧାରଣ ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ପଦ୍ମଶ୍ରୀ ପୁରସ୍କାର ମିଳିଥାଏ । ଚଳିତ ବର୍ଷ ୨୦୨୪ ପାଇଁ ମଧ୍ୟ
Capturing Pre-Wedding Bliss at Cuttack and Bhubaneswar’s Most Amazing Destinations
Finding your soul mate is a joy beyond words. As our D-Day approaches, the quest for the perfect pre-wedding photoshoot location becomes a top priority.