Blog

ଗଞ୍ଜାମର ପ୍ରସିଦ୍ଧ ଲୋକନାଚ: ଯୋଡ଼ି ଶଙ୍ଖ ଓ ରଣପା ନାଚ
ଓଡିଶାର ଲୋକନାଟ୍ୟ ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଛି । ସେତେବେଳେ ମୁକ୍ତାକାଶ ତଳେ ଲୋକନାଟ ଓ ଲୋକନାଚ ହିଁ ମନୋରଞ୍ଜନର ଏକମାତ୍ର ଧାରା ଥିଲା । ଏଥିପାଇଁ ବି ରାଜ୍ୟର କେତେକ ପୁରପଲ୍ଲୀ ବିଶ୍ୱପ୍ରଶଂସିତ । ସେହିପରି ଲୋକନାଚ ଇତିହାସରେ ଗଞ୍ଜାମର ଅବଦାନ ମଧ୍ୟ ସ୍ମରଣୀୟ ।

ପାରମ୍ପରିକ ଓଡ଼ିଆ ଖାଦ୍ୟ: ପାଟିକୁ ସୁଆଦ, ଦେହକୁ ହିତ
ଓଡ଼ିଆମାନେ ବିଶେଷକରି ହେଉଛନ୍ତି ଅଧିକ ଖାଦ୍ୟପ୍ରେମୀ । ଭଳିକି ଭଳି ରୋଷେଇ କରି ପରିବାର ଲୋକଙ୍କୁ ପରଷିବା ପାଇଁ ଓଡ଼ିଆଣୀଟିଏ ବେଶ୍ ପସନ୍ଦ କରନ୍ତି । ଓଡ଼ିଶାରେ ଏମିତି ଅନେକ ପାରମ୍ପରିକ ଖାଦ୍ୟ ରହିଛି, ଯାହା ବର୍ଷ ବର୍ଷ ଧରି ଓଡ଼ିଆଙ୍କ ଖାଦ୍ୟ ଥାଳିରେ ସ୍ଥାନ ପାଇଛି । ସ୍ୱତନ୍ତ୍ର ପ୍ରସ୍ତୁତି ପ୍ରଣାଳୀ ପାଇଁ ଓଡ଼ିଆ ଖାଦ୍ୟ ଦେଶ ବିଦେଶରେ ବେଶ୍ ପରିଚିତ ।

Rath Yatra 2022: Mahaprabhu’s Greatest Journey To Bliss
A yatra that captures the hearts of millions of devotees across the globe is here. This is that enthralling time of the year, when devotees gather in large numbers in Puri to witness Lord Jagannath commence his 9-day journey to his aunt’s place, along with his dearest siblings. People are mesmerised by Lord Jagannath’s sight, with conches being blown and cymbals clanging loudly.

Know all the Rituals about Lord Jagannath’s Anasara (Quarantine)
To beat the summer heat, the temple’s Deities take a bath with 108 pots of cold water during the bathing festival (Deva Snana Purnima). The three Deities become ill

ଓଡ଼ିଆମାନଙ୍କ ଗଣପର୍ବ ରଜ: ବସୁଧା ମାତାକୁ ପୂଜା କରିବାର ଅନନ୍ୟ ପରମ୍ପରା
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜାବାଜ.. । ରଜ ସମୟରେ ଗାଁଠାରୁ ଆରମ୍ଭ କରି ସହରଯାଏ ଶୁଣିବାକୁ ମିଳେ ଏହି ଦୋଳି ଗୀତ । ଓଡ଼ିଶାର ଜାତୀୟ ପର୍ବ ରଜ ଆସିଲେ ଉତ୍ସବ ମୁଖର ହୋଇଉଠେ ସାରା ଓଡ଼ିଶା ।

ପାରମ୍ପରିକ ଶାଢ଼ି: ଓଡ଼ିଶାର ସମୃଦ୍ଧ ବୟନ ଶିଳ୍ପର ପରିଚୟ
ଭାରତୀୟ ମହିଳାଙ୍କର ଏକ ପାରମ୍ପରିକ ପୋଷାକ ହେଉଛି ଶାଢ଼ି । ଶାଢ଼ି ଯେତିକି ଆରମଦାୟକ ସେତିକି ଆକର୍ଷକ । କପଡ଼ା ଓ ବୟନ ଶିଳ୍ପରେ ଓଡ଼ିଶାର ଏକ ସମୃଦ୍ଧ ଐତିହ୍ୟ ରହିଛି । ଏପରିକି ଏହା ଓଡ଼ିଶାର ଏକ ପ୍ରମୁଖ