Blog

 

ପ୍ରାଚୀନ ଓଡ଼ିଶା ନୌବାଣିଜ୍ୟର ମୂକସାକ୍ଷୀ

ପ୍ରାଚୀନ ଓଡ଼ିଶା ନୌବାଣିଜ୍ୟର ମୂକସାକ୍ଷୀ

ସମୁଦ୍ର ଓ ସାମୁଦ୍ରିକ ବାଣିଜ୍ୟ ସହିତ ଓଡ଼ିଆ ଜାତିର ସମ୍ପର୍କ ଅତି ନିବିଡ଼ ଓ ଘନିଷ୍ଠ । କାରଣ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ଓ ନୌଯାତ୍ରାର ଜୀବନ୍ତ ମୂକସାକ୍ଷୀ ହେଉଛି ମିଲେନିୟମ ସିଟି କୁହାଯାଉଥିବା କଟକର ପ୍ରସିଦ୍ଧ ବାଲିଯାତ୍ରା ଓ ବୋଇତା ବନ୍ଦାଣ ଉତ୍ସବ । ତେବେ ଉତ୍କଳୀୟ ପରମ୍ପରା ଓ ସଂସ୍କୃତିକୁ ବିସ୍ତାର କରୁଥିବା ସେହି ଐତିହାସିକ ନୌବାଣିଜ୍ୟ ଆଉ ନାହିଁ, କିନ୍ତୁ ଏହାକୁ ବଞ୍ଚାଇ ରଖିଛି କଟକ ସ୍ଥିତ “ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ”

Read More
ସ୍ବାଧୀନତା ସଂଗ୍ରାମରେ ଓଡ଼ିଆ ନାରୀଙ୍କ ଭୂମିକା

ସ୍ବାଧୀନତା ସଂଗ୍ରାମରେ ଓଡ଼ିଆ ନାରୀଙ୍କ ଭୂମିକା

ଭାରତର ମୁକ୍ତି ସଂଗ୍ରାମରେ ମହାପୁରୁଷଙ୍କ ଯୋଗଦାନ ଯେତିକି ରହିଛି, ନାରୀମାନଙ୍କ ଭୂମିକା ବି କିଛି କମ୍ ନଥିଲା । ବିଶେଷ କରି ମହାତ୍ମାଗାନ୍ଧୀଙ୍କ ଭାଷଣରେ ଅନୁପ୍ରାଣିତ ହୋଇଥିଲେ ଶତାଧିକ ନାରୀ ।

Read More
Draupadi Murmu

ଓଡ଼ିଶାର ଗର୍ବ ଓ ଗୌରବ ଦ୍ରୌପଦୀ ମୁର୍ମୁ

ଦେଶର ଦ୍ୱିତୀୟ ଏବଂ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ମହିଳା । ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଛନ୍ତି ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ, ଯାହାକୁ ନେଇ ଗର୍ବିତ ଓଡ଼ିଶା ଓ ଓଡ଼ିଆ । ଓଡ଼ିଶାରୁ ମହିଳା ଭାବେ ଦେଶର ସର୍ବୋଚ୍ଚ ପଦବୀରେ ବସିବା ସହ ପ୍ରଥମ ନାଗରିକ ହେବାର ସୌଭାଗ୍ୟ ପାଇଛନ୍ତି ମାଟିର ଝିଅ । ତାଙ୍କ ପାଇଁ ଉତ୍ସବମୁଖର ଦିଲ୍ଲୀରୁ ପଲ୍ଲୀ ।

Read More