Blog

 

bajiraut

“ମୁଁ ଡଙ୍ଗା ଛାଡ଼ିବି ନାହିଁ”

ସ୍ବାଧିନତା ସଂଗ୍ରାମର ଇତିହାସ ହେଉଛି ଲହୁଲୁହର କାହଣୀ । ଦରିଆପାରିର ବଳୀ, ଆଜୀବନ ବନ୍ଦୀ , ଫାଶୀଖୁଣ୍ଟ, କଳାପାଣି ଏବଂ ବୁଲେଟର ହୋଲି ଖେଳରେ ଅଗଣିତ ମୁକ୍ତି ସଂଗ୍ରାମୀ ଯୋଦ୍ଧା ସହିଦ ହୋଇଛନ୍ତି । ସେମାନଙ୍କର ଏକମାତ୍ର ସ୍ୱପ୍ନ ଥିଲା ‘ସ୍ବାଧୀନ ଭାରତ’ । ସେହି ସ୍ବପ୍ନକୁ ଅତି କିଶୋର ବୟସରୁ ଦେଖିଥିବା ବାଜି ରାଉତଙ୍କ ତ୍ୟାଗ ଓ ବଳିଦାନ ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ଅନନ୍ୟ ଫର୍ଦ୍ଦ ହୋଇ ଯୋଡ଼ି ରହିଛି ।

Read More
ଦୁର୍ଗତିନାଶିନୀଙ୍କ ନବ ସ୍ବରୂପ

ଦୁର୍ଗତିନାଶିନୀଙ୍କ ନବ ସ୍ବରୂପ

ମା’ ଦୁର୍ଗା । ସେ ମହିଷାମର୍ଦ୍ଦିନୀ, ଦୁର୍ଗତିନାଶିନୀ, ଶକ୍ତିସ୍ବରୂପଣୀ ଓ ଜଗତଜନନୀ । ଦୟା, କ୍ଷମା, କ୍ଷୁଧା, ତୃଷ୍ଣା, ଶ୍ରଦ୍ଧା, ଭକ୍ତି, ଶାନ୍ତି, କାନ୍ତି, ଲଜ୍ଜା ଆଦି ଏହି ମହାଶକ୍ତିଙ୍କ ଶକ୍ତିସ୍ବରୂପ । ଦେବୀ ଦୁର୍ଗାଙ୍କୁ ମୁଖ୍ୟତଃ ବସନ୍ତ ଓ ଶରତ ଋତୁରେ ଆରାଧାନ କରାଯାଏ । ଚୈତ୍ର ଶୁକ୍ଲ ଓ ଆଶ୍ବିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୁଏ ।

Read More
Odisha: A Tourist’s Heaven!

Odisha: A Tourist’s Heaven!

India is the land of Incredible jewels and Odisha can aptly be called the priceless Kohinoor. Tucked in the eastern region of the peninsula, Odisha is a land of  natural and artistic marvels. 

Read More
mahalaya

“ପିତୃପର୍ବ” ମହାଳୟା

ଶରତ ଋତୁର ଶୁଭାଗମନରେ ସଜେଇ ହୁଏ  ଧରଣୀ ରାଣୀ । ଚାରିଆଡ଼େ ସବୁଜିମା ଓ କାଶତଣ୍ଡୀର ଧବଳ ଆବରଣରେ ହସି ଉଠେ ପ୍ରକୃତି । ଆଉ ଆଶ୍ବିନ ମାସ ମନରେ ଭରେ ପାର୍ବଣର ଭକ୍ତି ଓ ଶ୍ରଦ୍ଧା । ଭକ୍ତଙ୍କ ଭିଡ଼ରେ ଧୀରେଧୀରେ ଚଞ୍ଚଚଞ୍ଚଳ ହୋଇ ଉଠେ ଦେବାଦେବୀ ମନ୍ଦିର ଓ ଶକ୍ତିପୀଠ, ରାସ୍ତାଘାଟ ଓ ପୁରପଲ୍ଲୀ । ଓଡ଼ିଶାର ବାର ମାସ ତେର ପର୍ବ ମଧ୍ୟରେ ଏହି ଶସ୍ୟ ଶ୍ୟାମଳା ଆଶ୍ବିନ ମାସରେ ପଡ଼େ “ମହାଳୟା ଅମାବାସ୍ୟା” ।

Read More
Best Places in Odisha to Visit during Monsoons

Best Places in Odisha to Visit during Monsoons

Monsoons in Odisha are a joy! We all wait for it eagerly, to come and give us a respite from the sweltering heat of the summer months. July has ushered in the bountiful rain showers that have enlivened the ambience of this coastal state. Visiting various tourist locations in Odishaat this time, has a charm of its own.

Read More
Start up

Top Startups from Odisha worth talking about

If Bangalore and Mumbai are the only cities that come to your mind when we talk about startups, let us use this blog to alter and expand your perspective. Odisha is now one of the most important states in India that has been fostering brilliant ideas and nurturing them to take off as startups in the dynamic market.

Read More