Blog

 

ପ୍ରଣାମ ଘେନ ହେ ମଣିମା

ପ୍ରଣାମ ଘେନ ହେ ମଣିମା

ବିଶ୍ବନୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ, ତାଙ୍କ ଲୀଳା ଅପ୍ରମେୟ । ବର୍ଷକୁ ଥରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ନିଜେ ଭାଇ ଭଉଣୀକୁ ଧରି ବଡ଼ଦାଣ୍ଡକୁ ଓହ୍ଲାଇ ଘୋଷଯାତ୍ରାରେ ଯାଇଥାନ୍ତି ଜନ୍ମବେଦୀକୁ । ସେଠାରେ ସାତ ଦିନ ରହି ଫେରନ୍ତି ପୁଣି

Read More
ଶ୍ରୀମନ୍ଦିରରେ ପଟିଦିଅଁର ପରମ୍ପରା

ଶ୍ରୀମନ୍ଦିରରେ ପଟିଦିଅଁ ପରମ୍ପରା

ସ୍ନାନବେଦୀରେ ୧୦୮ଗରା ଜଳ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ଶ୍ରୀମନ୍ଦିରର ଚତୁର୍ଦ୍ଧାମୂର୍ତ୍ତି । ଜ୍ୱରରୁ ମୁକ୍ତି ପାଇଁ ଅଣସର ଗୃହରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ଚିକିତ୍ସା । ନେତ୍ରୋତ୍ସବ ପର୍ଯ୍ୟନ୍ତ ଅଣସର ଗୃହେ ପନ୍ଦର ଦିନ ଯାଏଁ ମହାପ୍ରଭୁ ବଳଭ୍ରଦ,

Read More
Dhokra Village

ଢୋକ୍ରା ହସ୍ତକଳାର ହବ୍ ଢେଙ୍କାନାଳ

ପ୍ରାୟ ଚାରି ହଜାର ବର୍ଷ ପୂର୍ବରୁ ପିତ୍ତଳର ବ୍ୟବହାର ଆରମ୍ଭ ହୋଇଥିଲା, ଯାହାକୁ ବ୍ରୋଞ୍ଜ୍ ଏଜ୍ ବା ପିତ୍ତଳ ଯୁଗ କୁହାଯାଏ । ସେହି ଯୁଗର ଅତୁଳନୀୟ କଳାକୁ ଜୀବିତ କରି ରଖିଛି ଓଡ଼ିଶା । ଖ୍ରୀଷ୍ଟପୂର୍ବ 3300 ମସିହାରୁ ଆରମ୍ଭ ହୋଇଥିବା ଏହି ପିତ୍ତଳ ଯୁଗ ତଥା ମହେଞ୍ଜୋଦାରୋ, ହରପ୍ପା ଏବଂ ସିନ୍ଧୁ ସଭ୍ୟତା ସହ ସାମଞ୍ଜସ୍ୟ ରଖି ଆଜି ବି ଓଡ଼ିଶାର କେତେକ ପୁରପଲ୍ଲୀରେ ନିର୍ମିତ ହେଉଛି ପିତ୍ତଳ ଧାତୁରୁ ଅଦ୍ଭୁତ କୃତି, ଯାହା “ଢୋକ୍ରା ହସ୍ତଶିଳ୍ପ” ରୂପେ ସାରା ବିଶ୍ବରେ ଜଣା ।

Read More