Coin collectors Satyakanta Patra will receive the International Star Award

ଗଞ୍ଜାମ ଜିଲ୍ଲା ସୋରଡ଼ା ରଘୁନାଥ ମନ୍ଦିର ସାହିର ସତ୍ୟକାନ୍ତ ପାତ୍ର ବିଭିନ୍ନ ଦେଶର ଷ୍ଟାମ୍ପ, ନୋଟ ଓ ମୁଦ୍ରାର ସଂଗ୍ରାହକ ଭାବେ ପରିଚିତ। ବିଶେଷ କରି ତାଙ୍କ ସଂଗ୍ରହରେ ବିଭିନ୍ନ ଦେଶର ମୁଦ୍ରା ସହ ସବୁଠାରୁ ପୁରୁଣା ମୁଦ୍ରାରେ ଖ୍ରୀଷ୍ଟ ପୂର୍ବ ୨୦୦ର ଏକ ମୁଦ୍ରା ରହିଥିବ‌ା ବେଳେ ମ‌ୋଗଲ ସାମ୍ରାଜ୍ୟ ସମୟରେ ପ୍ରଚଳିତ ତମ୍ବା ମୁଦ୍ରା ରହିଥିବା ସତ୍ୟକାନ୍ତ କହିଛନ୍ତି। ଦେଶ ସ୍ବାଧୀନ ପୂର୍ବରୁ ବ୍ୟବହାର ହେଉଥିବା ବହୁ ମୁଦ୍ରାକୁ ସେ ସାଇତି ରଖିବା ସହ ତାହାର ବିଷୟରେ ତଥ୍ୟ ମଧ୍ୟ ସଂଗ୍ରହ କରି ରଖିଛନ୍ତି। ଏଭଳି ନିଆରା ସଉକ ପାଇଁ ସେ ଆସନ୍ତା ୧୧ ତାରିଖ ଦିନ ହାଇଦ୍ରାବାଦ ଠାରେ କଏନ୍‌ ସଂଗ୍ରହାକ ଭାବେ ଗଞ୍ଜାମ ଜିଲ୍ଲାରୁ ଅର୍ନ୍ତଜାତୀୟ ଏକ୍ସକ୍ଳୁସିଭ୍‌ ଷ୍ଟାର ଆୱାର୍ଡ ପାଇବ ପାଇଁ ଯୋଗ୍ୟ ବିବେଚିତ ‌ହୋଇଥିବା ପ୍ରକାଶ କରିଛନ୍ତି।

Spread the love