Blog

ସଂଗ୍ରହାଳୟର ସହର କଟକ
ଉତ୍କଳର ଗୌରବମୟ ଇତିହାସର ମୂକସାକ୍ଷୀ ହେଉଛି ଐତିହାସିକ କଟକ ସହର ତଥା ଆମ ଓଡ଼ିଶାର ପୁରାତନ ରାଜଧାନୀ। ସେହି ଶହ ଶହ ବର୍ଷର ଐତିହ୍ୟକୁ ସାଇତି ରଖିଛି ମିଲେନିୟମ୍ ସିଟି କଟକ। ଏଥିପାଇଁ ଏଠାରେ ରହିଛି ଏକାଧିକ ସଂଗ୍ରହାଳୟ ।

Celebrating Father’s Day: A Glorius Tribute to Our Dads
Father’s Day, marked on the third Sunday of June, stands as a beacon of appreciation for the remarkable men who enrich our lives as fathers and father figures.

ମହାପ୍ରଭୁଙ୍କ ଦିବ୍ୟ ଚନ୍ଦନ ଯାତ୍ରା
ବୈଶାଖର ନିଦାଘ ଖରାରେ ତାତି ଉଠେ ଧରଣୀ। ମନୁଷ୍ୟ, ପ୍ରାଣୀ ଓ ଉଦ୍ଭିଦ ପରି ସକଳ ଜଗତ ଖୋଜନ୍ତି ଶୀତଳ ଜଳ, ଶୀତଳ ଛାୟା ଓ ଶୀତଳ ଉପଚାର। ସେହିପରି ଆମ ଯାତରସିଆ ମହାବାହୁ ମଧ୍ୟ ଦାରୁଣ ଉତ୍ତାପରୁ ରକ୍ଷା ପାଇଁ ଶ୍ରୀଅଙ୍ଗକୁ ଶୀତଳ କରିବାର ଉଦ୍ଦେଶ୍ୟ ନେଇ ଚନ୍ଦନ ଯାତ୍ରା ନାମରେ ମାନବୀୟ ଲୀଳା ଖେଳନ୍ତି ।

Exploring the Timeless Beauty of Dhokra Art of Odisha
India’s artistic heritage is a vibrant mosaic, each region adding its unique touch to the nation’s cultural tapestry.

କଟକର ସୂକ୍ଷ୍ମ ଚାରୁକଳା ଚାନ୍ଦି ତାରକସି
ଓଡ଼ିଶା ମାଟିରେ ଅନେକ ପ୍ରକାର ଚାରୁଶିଳ୍ପକଳା କେଉଁ ଆବହମାନ କାଳରୁ ଜୀବନ ଜୀବିକା ସହ ତାଳ ମିଳାଇ ବିଶ୍ବ ବଜାରରେ ଉତ୍କଳୀୟ କଳା ନୈପୁଣ୍ୟତାକୁ ବଜାୟ ରଖିଛି।

The Heartfelt Tales of Odisha’s Inspiring Mothers
Our mother is our greatest strength, and our biggest pride. She is our greatest source of happiness, teaching us the value of sacrifice and hard work and making us grow as strong beings.