Blog

Jagannath Mahaprasad: A Boon For The Blessed Souls
We all begin our days chanting these lines. We are fascinated with Lord Jagannath and every single day we invoke his blessings. His culture is not only popular in Odisha but is widespread globally.

ବିଶ୍ୱମଞ୍ଚରେ ମୟୂରଭଞ୍ଜ
ଓଡ଼ିଶାର ବୃହତ୍ତମ ଜିଲ୍ଲା ତଥା ଭଞ୍ଜ କଳାର ମାଟି ମୟୂରଭଞ୍ଜ । ଏକଦା ସ୍ବତନ୍ତ୍ର ଗଡ଼ଜାତ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ଜିଲ୍ଲା ଆଜି ସାରା ଦୁନିଆରେ ଶ୍ରେଷ୍ଠ ସ୍ଥାନ ରୂପେ ପରିଚୟ ହାସଲ କରିଛି ।

ଗ୍ରୀଷ୍ମକାଳୀନ ବୁଲାବୁଲି
ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ଦିନକୁ ଦିନ ତାତି ବି ବଢୁଛି । ଅସହ୍ୟ ଉତ୍ତପ୍ତରେ ବ୍ୟତିବ୍ୟସ୍ତ ଶରୀର । ଆଉ ଏହି ଗ୍ରୀଷ୍ମ ଋତୁର ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଁ ସମସ୍ତଙ୍କ ମନ ।

From a village to shining state capital: Retracing Bhubaneshwar’s unforgettable metamorphosis
Bhubaneswar is more than just a SMART city. It is a pool of emotions for all the people of Odisha! It is the city where art and heritage bloom and charms the people with its warmth and tranquillity. It’s a breathtaking blend of tradition and modernity and leaves an everlasting impact on those who visit it. For those who live here, it is no less than heaven!

ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା
ରେଶମ ସହର ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ରୂପେ ଭକ୍ତି, ଆସ୍ଥା ଓ ବିଶ୍ବାସର ପ୍ରତୀକ ମା’ କାଇଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି । ଶହ ଶହ ବର୍ଷ ଧରି ସମସ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରି ମା’ ଗ୍ରାମଦେବୀରୁ ପାଲଟିଛନ୍ତି ଇଷ୍ଟଦେବୀ ।

Utkal Diwas: Celebrating Odisha’s 87th Birthday
A sense of pride tickles our hearts with these words. Odisha’s soil spreads the aroma of love, compassion, and happiness. It shines with its rich culture and distinct identity.