Blog
Wonder of Odisha: The Leaning Temple of Huma
Architecture is always fascinating. It gives us a vivid picture of a particular era, including the taste and choices of the rulers who ruled during that period. We see several age-old temples, magnificent palaces, and other architectural wonders which speak volumes about their creators.
ସଧବା ଓଡ଼ିଆଣୀଙ୍କ ଅନନ୍ୟ ଉପାସନା: ସାବିତ୍ରୀ ବ୍ରତ
ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବ୍ୟାପକ, ବଳିଷ୍ଠ ଓ ରୁଦ୍ଧିମନ୍ତ। ଓଡ଼ିଆଙ୍କ ଜନ୍ମ-ଜୀବନ ସହିତ ଯାନି-ଯାତ୍ରା, ବ୍ରତ, ପର୍ବପର୍ବାଣୀ ଓତଃପ୍ରୋତ ଭାବେ ଜଡ଼ିତ । ବାରମାସର ତେର ପର୍ବକୁ ପରିବାରର ପ୍ରତିଟି ସଦସ୍ୟ ମିଳିମିଶି ପାଳନ କରିଥାନ୍ତି। ଏହାଦ୍ବାରା ପରସ୍ପର ମଧ୍ୟରେ ବଢ଼ିଥାଏ ଆତ୍ମୀୟତା, ବିଶ୍ବାସ ଏବଂ ଭଲ ପାଇବା ।
Jagannath Mahaprasad: A Boon For The Blessed Souls
We all begin our days chanting these lines. We are fascinated with Lord Jagannath and every single day we invoke his blessings. His culture is not only popular in Odisha but is widespread globally.
ବିଶ୍ୱମଞ୍ଚରେ ମୟୂରଭଞ୍ଜ
ଓଡ଼ିଶାର ବୃହତ୍ତମ ଜିଲ୍ଲା ତଥା ଭଞ୍ଜ କଳାର ମାଟି ମୟୂରଭଞ୍ଜ । ଏକଦା ସ୍ବତନ୍ତ୍ର ଗଡ଼ଜାତ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ଜିଲ୍ଲା ଆଜି ସାରା ଦୁନିଆରେ ଶ୍ରେଷ୍ଠ ସ୍ଥାନ ରୂପେ ପରିଚୟ ହାସଲ କରିଛି ।
ଗ୍ରୀଷ୍ମକାଳୀନ ବୁଲାବୁଲି
ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ଦିନକୁ ଦିନ ତାତି ବି ବଢୁଛି । ଅସହ୍ୟ ଉତ୍ତପ୍ତରେ ବ୍ୟତିବ୍ୟସ୍ତ ଶରୀର । ଆଉ ଏହି ଗ୍ରୀଷ୍ମ ଋତୁର ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଁ ସମସ୍ତଙ୍କ ମନ ।
From a village to shining state capital: Retracing Bhubaneshwar’s unforgettable metamorphosis
Bhubaneswar is more than just a SMART city. It is a pool of emotions for all the people of Odisha! It is the city where art and heritage bloom and charms the people with its warmth and tranquillity. It’s a breathtaking blend of tradition and modernity and leaves an everlasting impact on those who visit it. For those who live here, it is no less than heaven!