Blog

ଓଡ଼ିଶା ପର୍ଯ୍ୟଟନରେ ବନ୍ୟପ୍ରାଣୀ
ବିଶ୍ବ ପର୍ଯ୍ୟଟନରେ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର । ଆମ ରାଜ୍ୟରେ ଭରି ରହିଛି ସୁନ୍ଦର ସୁନ୍ଦର ଦର୍ଶନୀୟ ସ୍ଥାନ । ଏହି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଆମର ଐତିହ୍ୟସମ୍ପନ୍ନ ପରମ୍ପରା ଓ ସଂସ୍କୃତିକୁ ଦର୍ଶାଇବା ସହ ବିବିଧପୂର୍ଣ୍ଣ ପରିବେଶର ସୁନ୍ଦରତାକୁ ପରିପ୍ରକାଶ କରେ ।

ଭୋଦୁଅ ଓଷା: ଖୁଦୁରୁକୁଣୀ ଓ ବୁଧେଇ
ଭ୍ରାଦବ ଆସେ ପର୍ବପର୍ବାଣୀର ଆସର ନେଇ । ଶ୍ରାବଣ ସରୁ ସରୁ ଭ୍ରାଦବର ପ୍ରାରମ୍ଭରେ ହିଁ ଆରମ୍ଭ ହୋଇଯାଏ ପର୍ବର ମେଳଣ। ଏହାପରଠୁ ଦୀର୍ଘ 3 ମାସ ପର୍ଯ୍ୟନ୍ତ ଚାଲେ ପର୍ବ, ଓଷା, ବ୍ରତ, ମେଳା, ମହୋତ୍ସବ ଓ ଯାନିଯତରାର ଆସର ।

ପଞ୍ଚାମୃତର ମହତ୍ତ୍ବ
ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ତଥା ହୋମଯଜ୍ଞ ଆଦି ବିଭିନ୍ନ କର୍ମକାଣ୍ଡରେ “ପଞ୍ଚାମୃତ” ଅତ୍ୟନ୍ତ ଜରୁରୀ । ପୂଜା ସମୟରେ ଲାଗି ହୋଇଥିବା ସମସ୍ତ ଆବଶ୍ୟକୀୟ ଜିନିଷ ମଧ୍ୟରେ ପ୍ରଧାନ ସାମଗ୍ରୀ ହେଉଛି “ପଞ୍ଚାମୃତ” ।

Unveiling Odisha’s Rich History: A Journey through Its Museums
Our present is beautiful, our future is promising, but let’s not forget the timeless allure of our past.

ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ବ “ଗହ୍ମା ପର୍ବ”
ପ୍ରାଚୀନତାକୁ ପ୍ରତିଫଳତି କରେ ସଂସ୍କୃତି ଓ ପରମ୍ପରା । ଆମ ସୁନ୍ଦର ରାଜ୍ୟ ଓଡ଼ିଶାର ବୈଶିଷ୍ଟ୍ୟତାକୁ ବହନ କରେ ତାର ଦୈନନ୍ଦିନ ଜୀବନ ସହ ଜଡ଼ିତ ପର୍ବପର୍ବାଣୀ ।

ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା
ସଂଗ୍ରାମ ବିନା ମୁକ୍ତି ତଥା ସ୍ବାଧୀନତା ସମ୍ଭବ ନଥିଲା । ଆଜି ଯେଉଁ ସ୍ବାଧୀନତାର ସ୍ବାଦକୁ ପ୍ରତ୍ୟେକ ଭାରତୀୟ ଅନୁଭବ କରୁଛନ୍ତି, ତାହା ବର୍ଷ ବର୍ଷର ସଂଗ୍ରାମ ।