Blog

 

Exploring Odisha in the Best Way

Exploring Odisha in the Best Way

Today is World Tourism Day, a celebration of unique cultures and heritage of places across the globe. The day also fosters friendly relations between several countries and appreciates the contribution of tourism to the global economy.

Read More
odisha tourism

ଓଡ଼ିଶା ପର୍ଯ୍ୟଟନରେ ବନ୍ୟପ୍ରାଣୀ

ବିଶ୍ବ ପର୍ଯ୍ୟଟନରେ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର । ଆମ ରାଜ୍ୟରେ ଭରି ରହିଛି ସୁନ୍ଦର ସୁନ୍ଦର ଦର୍ଶନୀୟ ସ୍ଥାନ । ଏହି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଆମର ଐତିହ୍ୟସମ୍ପନ୍ନ ପରମ୍ପରା ଓ ସଂସ୍କୃତିକୁ ଦର୍ଶାଇବା ସହ ବିବିଧପୂର୍ଣ୍ଣ ପରିବେଶର ସୁନ୍ଦରତାକୁ ପରିପ୍ରକାଶ କରେ ।

Read More
ଭୋଦୁଅ ଓଷା: ଖୁଦୁରୁକୁଣୀ ଓ ବୁଧେଇ

ଭୋଦୁଅ ଓଷା: ଖୁଦୁରୁକୁଣୀ ଓ ବୁଧେଇ

ଭ୍ରାଦବ ଆସେ ପର୍ବପର୍ବାଣୀର ଆସର ନେଇ । ଶ୍ରାବଣ ସରୁ ସରୁ ଭ୍ରାଦବର ପ୍ରାରମ୍ଭରେ ହିଁ ଆରମ୍ଭ ହୋଇଯାଏ ପର୍ବର ମେଳଣ। ଏହାପରଠୁ ଦୀର୍ଘ 3 ମାସ ପର୍ଯ୍ୟନ୍ତ ଚାଲେ ପର୍ବ, ଓଷା, ବ୍ରତ, ମେଳା, ମହୋତ୍ସବ ଓ ଯାନିଯତରାର ଆସର ।

Read More
ପଞ୍ଚାମୃତର ମହତ୍ତ୍ବ

ପଞ୍ଚାମୃତର ମହତ୍ତ୍ବ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ତଥା ହୋମଯଜ୍ଞ ଆଦି ବିଭିନ୍ନ କର୍ମକାଣ୍ଡରେ “ପଞ୍ଚାମୃତ” ଅତ୍ୟନ୍ତ ଜରୁରୀ । ପୂଜା ସମୟରେ ଲାଗି ହୋଇଥିବା ସମସ୍ତ ଆବଶ୍ୟକୀୟ ଜିନିଷ ମଧ୍ୟରେ ପ୍ରଧାନ ସାମଗ୍ରୀ ହେଉଛି “ପଞ୍ଚାମୃତ” ।

Read More