9560606790

  odiasamajdelhi@gmail.com

ଅଣ ଲାଭକାରୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ’ ଅବସରରେ ପ୍ରଥମ ଥର ପାଇଁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଏହାର ସଦସ୍ୟ ହେବାର ସୁଯୋଗ ଦିଆଯାଉଛି । ଏଥିପାଇଁ ଆପଣଙ୍କ ବୟସ 14ରୁ 25 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଲକି ଡ୍ରର ବିଜେତାମାନେ 4 ଦିନ ଦିଲ୍ଲୀ ଭ୍ରମଣର ସୁଯୋଗ ପାଇବା ସହ ‘ଓଡ଼ିଶା ପର୍ବ’ରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କରିବେ ।

ପଞ୍ଜୀକରଣ