Nine Tribal Art Is Recognized As Craft

ହସ୍ତଶିଳ୍ପରେ ସାମିଲ ହୋଇଛି ‘ଜନଜାତି ଚିତ୍ରକଳା’। ପ୍ରଥମ ପର୍ଯ୍ୟାୟରେ ୯ ଗୋଟି ଜନଜାତି ଚିତ୍ରକଳାକୁ ସାମିଲ କରାଯାଇଛି । ସେଗୁଡ଼ିକ ହେଲା, ଲାଞ୍ଜିଆ ସଉରା ଚିତ୍ରକଳା, ସଉରା ଚିତ୍ରକଳା, ଗଣ୍ଡ ଚିତ୍ରକଳା, ଡଙ୍ଗରିଆ କନ୍ଧ ଚିତ୍ରକଳା, କୁଟିଆକନ୍ଧ ଚିତ୍ରକଳା, ସାନ୍ତାଳ ଚିତ୍ରକଳା, କୋହ୍ଲ ଚିତ୍ରକଳା, ଜୁଆଙ୍ଗ ଚିତ୍ରକଳା ଓ ଓରାଓଁ ଚିତ୍ରକଳା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଏହି ଘୋଷଣା କରିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୧ଟି ହସ୍ତଶିଳ୍ପକୁ ବିଭାଗ ପକ୍ଷରୁ ତାଲିକାଭୁକ୍ତ କରାଯାଇଛି । ଏହା ପୂର୍ବରୁ ଚାନ୍ଦୁଆ, ଆର୍ଟ ଲେଦର, ଆର୍ଟ-ଟେକ୍ସଟାଇଲ୍‌ (ଟାଏ ଆଣ୍ଡ୍‌ ଡାଏ), ଆର୍ଟିଫିସିଆଲ୍‌ ବୋନ୍‌ସାଇ, ସୁନ୍ଦର ଜୋତା, କଳାତ୍ମକ ମ୍ୟାଟ୍‌, ବାଟିକ୍‌ ପ୍ରିଣ୍ଟିଂ, ବେଟେଲ୍‌-ନଟ୍‌କ୍ରାଫଫ, ବ୍ରାସ୍‌ ଓ ବେଲ୍‌ ମେଟାଲ, ବେତ ଓ ବାଉଁଶ, ମାଟି ଖେଳଣା, ଗୋପା କ୍ରାଫ୍ଟ, ଶିଙ୍ଗ କାମ, ଜାଇଖଡ଼ି କାମ, ଝୋଟଶିଳ୍ପ, କେଓଡ଼ା ପତ୍ର ଶିଳ୍ପ, ଲାଖଶିଳ୍ପ, ଧାତୁଶିଳ୍ପ, ପ୍ରାକୃତିକ ଫାଇବର କ୍ରାଫ୍ଟ ଧାନ ଶିଳ୍ପ, ତାଳପତ୍ର ଶିଳ୍ପ, ତାଳପତ୍ର ଖୋଦେଇ, କାଗଜକାମ, ପଟ୍ଟ ଓ ଟସର ଚିତ୍ରକଳା, ସଫ୍ଟ ଟଏଜ୍‌, ସୋଲାପିଠ, ପଥର ଖୋଦେଇ, ନଡ଼ାଶିଳ୍ପ, ଟେରାକୋଟା ଓ ମାଟିଶିଳ୍ପ, ଥିଏଟ୍ରିକାଲ୍‌ ଡ୍ରେସ୍‌, ଜନଜାତି ଅଳଙ୍କାର, କାଠ ଖୋଦେଇ, କାଠଶିଳ୍ପ, କାଠରେ ତିଆରି କଣ୍ଢେଇ, ଉଲ୍‌ର କାର୍ପେଟ୍‌, ଜରିକାମ, କ୍ଲଥ୍‌ ପ୍ୟାଚ୍‌ ୱାର୍କ ଆଦି ୫୦ଟି ହସ୍ତଶିଳ୍ପ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଅନ୍ତର୍ଭୁକ୍ତ ହୋଇଛି ।

Spread the love