Disabled youth Vaishnav Rajpalya brings glory to the state by winning a silver medal in the Special Olympics.

ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ଭିନ୍ନକ୍ଷମ ହେଲେ ମଧ୍ୟ ଓଡିଶାରୁ ପ୍ରତିନିଧିତ୍ବ କରି ଆଣିଛନ୍ତି ଗୌରବ । ବଲାଙ୍ଗୀର ଜିଲ୍ଲାରୁ ଯାଇ ବର୍ଲିନରେ ସ୍ପେଶାଲ ଅଲମ୍ପିକ୍ସରେ ପାଇଛନ୍ତି ରୋପ୍ୟ ପଦକ । ଯାହାକୁ ନେଇ ସବୁଠୁ ଆସିଛି ଶୁଭେଚ୍ଛାର ବାର୍ତ୍ତା । ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ ତିକ୍ରାପଡା ଗାଁର ବୈଷ୍ଣବ ରାଜପାଲିଆ ଜଣେ ଭିନ୍ନକ୍ଷମ । ୨୦୧୭ ରୁ ସେ ସଇଁନ୍ତଳା ସ୍ପେଶାଲ ସ୍କୁଲରେ ପାଠ ପଢିବା ସହ ଖେଳ ଉପରେ ରୁଚି ରଖୁଥିଲେ। ତାଙ୍କ ଆଗ୍ରହ ଦେଖି ତାଙ୍କ କୋଚ୍‌ ତାଙ୍କୁ ସତଫୁଟ ଓ ଜାଭେଲିନ୍ ଖେଳ ଶିଖାଇଥିଲେ । ଏନେଇ ବିଭିନ୍ନ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ଖେଳିବା ପରେ ସେ ଜର୍ମାନୀର ବର୍ଲିନରେ ହୋଇଥିବା ସ୍ପେଶାଲ ଅଲମ୍ପିକ୍ସରେ ଭାଗନେଇଥିଲେ ଓ ଏବେ ସେ ସତଫୁଟ ରେ ପାଇଛନ୍ତି ରୋପ୍ୟ ପଦକ ।

Spread the love