Emran Ali got Sambhabi Award

‘ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍’ ପକ୍ଷରୁ ୧୦ମ ଶାମ୍ଭବୀ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ଓ ଆଡଭୋକେସି କ୍ଷେତ୍ରରେ ଯୋଗଦାନ ପାଇଁ ମହମ୍ମଦ ଇମ୍ରାନ୍ ଅଲ୍ଲୀଙ୍କୁ ‘ଶାମ୍ଭବୀ ପୁରସ୍କାର-୨୦୨୩’ରେ ସମ୍ମାନିତ କରାଯାଇଛି। ନିଶା ନିବାରଣ କ୍ଷେତ୍ରରେ ମହମ୍ମଦ ଇମ୍ରାନ୍ ଅଲ୍ଲୀ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି। ନିଜ ସ୍ୱେଚ୍ଛାସେବୀ ସଙ୍ଗଠନ ‘ନିଶା ମୁକ୍ତି ଯୁବ ସଂକଳ୍ପ’ ପଥପ୍ରାନ୍ତ ନାଟକ ଭଳି ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ କରି ସମାଜରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ଗୁଟ୍‌ଖା ବିକ୍ରିକୁ ବନ୍ଦ କରିବା ପାଇଁ ଡ. ଅଲ୍ଲୀ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି। ସମାଜପ୍ରତି ତାଙ୍କର ଏହି ପ୍ରତିବଦ୍ଧତା ପାଇଁ ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା।

Spread the love