From today onwards the visiting hours of Konark Sun Temple have changed

ବଦଳିଲା ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ । ଆଜିଠୁ ସଂଧ୍ୟା 7ଟାରୁ ସୂର୍ଯ୍ୟମନ୍ଦିର ବନ୍ଦ ରହିବ । ଏଏସଆଇ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଖବର ଅନୁଯାୟୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବାର ସମୟରେ ପରିବର୍ତ୍ତନ କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚ 1ରୁ ସକାଳ 6ରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟଦ୍ବାର ଖୋଲା ରହିଛି ସଂଧ୍ୟା 7ଟାରେ ବନ୍ଦ ରହିବ । ପୂର୍ବରୁ ସଂଧ୍ୟା 6ଟାରେ ମନ୍ଦିର ବନ୍ଦ ହେଉଥିଲା । ଆସନ୍ତା ଅକ୍ଟୋବର 31 ତାରଖ ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ ହେଉଥିବା ଏଏସଆଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love