Droupadi Murmu

ଚଳିତ ବର୍ଷ ଗଣେଶ ପୂଜା ଅବସରରେ କଟକ ସହରର ଦେଖିବାକୁ ମିଳିଥିଲା କିଛି ନିଆରା ଦୃଶ୍ୟ । ମଙ୍ଗଳାବାଗର “କ୍ଲବ୍ ଏନ୍ କ୍ଲବ” ପକ୍ଷରୁ ଆୟୋଜିତ ଶ୍ରୀଗଣେଶ ପୂଜାରେ ଓଡ଼ିଶା ମାଟିର ଝିଅ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ ଦେବା ଅବସରରେ ତାଙ୍କ ପ୍ରତିକୃତ୍ତି ନିର୍ମିତ କରିଛନ୍ତି, ଯାହା ଦେଖିବାକୁ ବେଶ ଆକର୍ଷଣୀୟ ।

Spread the love