Odisha's young journalist Rudranjan wins Agra International Film Festival Award

ଓଡ଼ିଶାର ଯୁବ ସାମ୍ବାଦିକଙ୍କୁ ମିଳିଲା ଆଗ୍ରା ଇଣ୍ଟରନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ପୁରସ୍କାର। ରୁଦ୍ରରଂଜନ ଶେଜପଡ଼ା ଜଣେ ଯୁବ ସାମ୍ବାଦିକ, ସାହିତ୍ୟିକ ତଥା କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା । ମୟୂରଭଞ୍ଜ ଜିଲ୍ଲାର ଝାଡ଼ପୋଖରିଆ ପଞ୍ଚାୟତ ଅନ୍ଧାରୀ ଗାଁରେ ତାଙ୍କ ଘର । ରୁଦ୍ରରଂଜନଙ୍କ ନିର୍ଦ୍ଦେଶିତ ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଏକ୍‌ ଇଡିଅଟ୍‌’ କୁ ଆଗ୍ରା ଇଣ୍ଟରନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ‘ଜୁରି ମେନ୍‌ସନ୍‌ ପୁରସ୍କାର ମିଳିଛି।

Spread the love