The refreshing taste of Misri and Basil Seeds Sharbat is different in hot summers.

ଉଦୁଉଦିଆ ଖରାରେ ମିଶ୍ରି ଆଉ ନଣ୍ଡା ବଗୁଲି ମିଶା ଥଣ୍ଡା ସର୍ବତର ମଜା ଟିକେ ଅଲଗା । ଥଣ୍ଡା ପାଣିରେ ମିଶ୍ରି, ଲେମ୍ବୁ ରସ ,ଚିନି, କଳା ଲୁଣ, ନଣ୍ଡା ବଗୁଲି ମିଶାଇ ଏହି ସର୍ବତ ପ୍ରସ୍ତୁତ କରାଯାଇଥାଏ । ଏହା ପେଟକୁ ଥଣ୍ଡା, ମନକୁ ଶାନ୍ତି ରଖିବା ସହ ଶରୀରକୁ ଇନଷ୍ଟାଣ୍ଟ ଏନର୍ଜି ଯୋଗାଇଥାଏ । ଏବେ ମିଶ୍ରି ସର୍ବତକୁ ଆଉ ଟିକେ ସୁଆଦିଆ କରିବା ପାଇଁ ସେଥିରେ ଦୋକାନୀମାନେ ପୁଦିନା ପତ୍ର, ଆମ୍ବ କଷିଆ ଅଦା, ଜଲ୍‌ଜିରା, ପାନ ମଧୁରି ଆଦି ମିଶାଇ ବିକ୍ରି କରୁଛନ୍ତି । ଖରାଦିନେ ଏହି ଡ୍ରିଙ୍କ ଯେତିକି ରିଫ୍ରେସିଂ, ଏହାର ସ୍ୱାସ୍ଥ୍ୟ ଉପକାରିତା ମଧ୍ୟ ସେତେ ଅଧିକ । ତେବେ ଆଉ ଡେରି କାହିଁକି… ପିଅନ୍ତୁ ଓ ମଜା ନିଅନ୍ତୁ ଥଣ୍ଡା ଥଣ୍ଡା ‘ମିଶ୍ରି ସର୍ବତ’ ର!

Spread the love